ବନ୍ଦ ଲଫାପା କାରବାର ଶେଷ କର: ଆଟର୍ଣ୍ଣି ଜେନେରାଲ୍‌ଙ୍କୁ ଭର୍ତ୍ସନା କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଅଦାଲତରେ ବନ୍ଦ ବା ମୁଦା ଲଫାପାରେ ଦଲିଲ ଦାଖଲ ବନ୍ଦ କରାଯାଉ ବୋଲି ଆଜି ‘ୱାନ୍‌ ରାଙ୍କ୍‌ ୱାନ୍‌ ପେନ୍‌ସନ୍‌’ (ଓଆର୍‌ଓପି) ମାମଲାର ଶୁଣାଣି କରିବା ବେଳେ ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି।ପ୍ରାପ୍ତ ସୂଚନା ଅନୁସାରେ, ପେନ୍‌ସନ୍ ପେମେଣ୍ଟ୍‌ ସମ୍ବନ୍ଧରେ ପ୍ରତିରକ୍ଷା ମନ୍ତ୍ରାଳୟର ନିଷ୍ପତ୍ତି ଉଲ୍ଲେଖ ଥିବା କାଗଜପତ୍ରଗୁଡ଼ିକୁ ଭାରତର ଆଟର୍ଣ୍ଣି ଜେନେରାଲ୍‌ ଏକ ମୁଦା ଲଫାପାରେ ଦାଖଲ କରିଥିଲେ। କିନ୍ତୁ, ତାହା ଗ୍ରହଣ … Continue reading ବନ୍ଦ ଲଫାପା କାରବାର ଶେଷ କର: ଆଟର୍ଣ୍ଣି ଜେନେରାଲ୍‌ଙ୍କୁ ଭର୍ତ୍ସନା କଲେ ପ୍ରଧାନ ବିଚାରପତି